ଏୟାରଟେଲ ହୋଇଯିବ ବିଦେଶୀ କଂପାନି!

Advertisment
ଏୟାରଟେଲ୍‌ ଦେଲା ଆଉ ୮୦୦୪ କୋଟି

News Nation

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍‌ର ପ୍ରମୋଟର୍‌ ଭାରତୀ ଟେଲିକମ୍ ୪୯୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପାଇଁ ସରକାରଙ୍କ ଅନୁମତି ଲୋଡ଼ିଛି। ସିଙ୍ଗାପୁର୍‌ର ସିଙ୍ଗ୍‌ଟେଲ୍‌ ଓ ଅନ୍ୟ କିଛି ସଂସ୍ଥା ଜରିଆରେ ଏହି ଏଫ୍‌ଡିଆଇ ଆସିବ। ଏହି ପ୍ରସ୍ତାବକୁ ସରକାର ଅନୁମତି ଦେଲେ ଦେଶର ସବୁଠୁ ପୁରୁଣା ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍‌କୁ ବିଦେଶୀ ସଂସ୍ଥା ଭାବେ ବିବେଚନା କରାଯିବ। ଏଫ୍‌ଡିଆଇ ନିବେଶକୁ ଅନୁମତି ମିଳିଲେ ଭାରତୀ ଟେଲିକମ୍‌ରେ ବିଦେଶୀ ଅଂଶଧନ ପରିମାଣ ୫୦%ରୁ ଅଧିକ ହୋଇଯିବ। ଯଦ୍ବାରା କଂପାନିର ମାଲିକାନା ବିଦେଶୀ ଅଂଶଧନକାରୀଙ୍କ ହାତକୁ ଚାଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe