ନୁଭୋକୋର ନୂଆ ଟିଭି ବିଜ୍ଞାପନ

Advertisment
ନୁଭୋକୋର ନୂଆ ଟିଭି ବିଜ୍ଞାପନ

ମୁମ୍ବାଇ,: ନୁଭୋକୋ ଭିଷ୍ଟାସ୍‌ କର୍ପୋରେସନ ପକ୍ଷରୁ ଏହାର ଡୁରାଗାର୍ଡ ସିମେଣ୍ଟ୍‌ ବ୍ରାଣ୍ଡ୍‌ ପାଇଁ ଏକ ନୂଆ ଟିଭି ବିଜ୍ଞାପନ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ର ସଦସ୍ୟ ବିରାଟ କୋହଲି, ଏବି ଡିଭିଲିୟର୍ସ, ଯୁଯୁବେନ୍ଦ୍ର ଚହଲ ଏବଂ ବ୍ରେଣ୍ଡନ୍‌ ମ୍ୟାକୁଲମ୍‌ଙ୍କୁ ନେଇ କଂପାନି ଏହି ବିଜ୍ଞାପନ ପ୍ରସ୍ତୁତ କରିଛି। ଭାରତରେ କ୍ରିକେଟ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବାରୁ ଦେଶର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବା ଲାଗି ଏଭଳି ପ୍ରଚାର ଅଭିଯାନ ହାତକୁ ନିଆଯାଇଛି ବୋଲି କମ୍ପାନିର ବିକ୍ରି ଓ ମାର୍କେଟିଂ ମୁଖ୍ୟ ମଧୁମିତା ବସୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe