‘ଓଡି-ରେ’ର ବିତରକ ସମ୍ମିଳନୀ

Advertisment
‘ଓଡି-ରେ’ର ବିତରକ ସମ୍ମିଳନୀ

????????????????????????????????????

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମୃଦୁପାନୀୟ କଂପାନି ଓଡି-ରେ ଇଣ୍ଡଷ୍ଟ୍ରିଜ୍‌ର ବିତରକ ସମ୍ମିଳନୀ ପୁରୀର ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିିଥିବା ଏହି ସମ୍ମିଳନୀରେ କଂପାନି ପକ୍ଷରୁ ଶ୍ରେଷ୍ଠ ବିତରକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସର ଏଜିଏମ୍‌ ଦିଲ୍ଲୀପ ପଟ୍ଟନାୟକ, ମୁଖ୍ୟ ପ୍ରବନ୍ଧକ ସୌରଭ ରାୟ ଓ ପ୍ରଶାନ୍ତ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। କଂପାନି ତରଫରୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦେବେନ୍‌ ରାୟ, ମାନବ ସମ୍ବଳ ଓ ଅର୍ଥ-ଅଧ୍ୟକ୍ଷା ଅପର୍ଣ୍ଣା ସିହ୍ନା ଓ ଆର୍‌ଏସ୍‌ଏମ୍‌ ମିହିର ରଞ୍ଜନ ସାମଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe