ଓଡ଼ିଶା ସରକାର-ବ୍ରିଟିସ୍‌ କାଉନ୍‌ସିଲ୍‌ ଏମ୍‌ଓୟୁ

Advertisment
ଓଡ଼ିଶା ସରକାର-ବ୍ରିଟିସ୍‌ କାଉନ୍‌ସିଲ୍‌ ଏମ୍‌ଓୟୁ

Times of India

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବ୍ରିଟିସ ହାଇ କମିସନର ସାର୍‌ ଡୋମିନିକ୍‌ ଆସ୍‌କ୍ୱିଥ୍‌ ଓ ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ଅତିଥିଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ଵୟ ବିଭାଗ ଓ ବ୍ରିଟିସ୍‌ କାଉନ୍‌ସିଲ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଖୋପରୀପୁଟସ୍ଥିତ ଓଡ଼ିଶା କ୍ରାପ୍ଟସ୍‌ ସଂଗ୍ରହାଳୟ କଳା ଭୂମିଠାରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ବ୍ରିଟିସ୍‌ କାଉନ୍‌ସିଲ୍‌ ଭାରତରେ ଏହାର ୭୦ ବର୍ଷର ଉପସ୍ଥିତିକୁ ପାଳନ କରୁଛି। ଏମ୍‌ଓୟୁ ଅନୁଯାୟୀ ଓଡ଼ିଶା ସରକାର ଓ ବ୍ରିଟିସ କାଉନ୍‌ସିଲ୍‌ ଇଂରାଜି ଦକ୍ଷତା ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ ଭାବ ବିନିମୟ ଓ ନିବେଶ ପ୍ରସାର ଆଦି କ୍ଷେତ୍ରରେ ମିଳିତ ଭାବେ କାମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe