ହିରୋ ସ୍କୁଟର ପାଇଁ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍

Advertisment
ହିରୋ ସ୍କୁଟର ପାଇଁ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍

ଭୁବନେଶ୍ବର: ହିରୋ ମୋଟୋକର୍ପ ପକ୍ଷରୁ ରଜ ଉତ୍ସବକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି। ଗ୍ରାହକମାନଙ୍କୁ ସ୍ବତନ୍ତ୍ର ରଜ ଅନୁଭୂତି ପ୍ରଦାନ କରିବା ପାଇଁ ଡିଲରସିପ୍‌ଗୁଡ଼ିକରେ ସାଜସଜ୍ଜା କରାଯାଇଛି। ହିରୋ ସ୍କୁଟର ପାଇଁ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ରହିଛି। ଗ୍ରାହକମାନେ ୭୨୨୨ ଟଙ୍କା ଭଳି କମ୍ ମୂଲ୍ୟର ଡାଉନ୍‌ ପେମେଣ୍ଟ୍‌ ଦେଇ ଘରକୁ ହିରୋ ସ୍କୁଟର ନେଇପାରିବେ। ସେଥିରେ ଗାଡ଼ି ପଞ୍ଜୀକରଣ ଓ ବୀମା ଦର ସାମିଲ ରହିଛି। ୨୦୦୦ ଟଙ୍କାର ନୋ କଷ୍ଟ୍‌ ଇଏମ୍‌ଆଇ ଓ ସରକାରୀ କର୍ମଚାରୀଙ୍କ ପାଇଁ ୫୯୯୯ ଟଙ୍କାର ଡାଉନ୍‌ ପେମେଣ୍ଟ୍‌ ବ୍ୟବସ୍ଥା ରହିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe