ନୂଆଦିଲ୍ଲୀ: ଅଠର ଦିନ ତଳେ ନର୍ଥ ବ୍ଲକ୍ରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ଦିନ ନିର୍ମଳା ସୀତାରମଣଙ୍କୁ ଏକ ବଡ଼ ଫୁଲତୋଡ଼ା ଭେଟି ଦେଇଥିବା ଆଇଆର୍ଏସ୍ ଅଧିକାରୀଙ୍କ ଚାକିରି ଛଡ଼ାଇ ନିଆଯାଇଛି। ସେ ହେଉଛନ୍ତି ଆଇଆର୍ଏସ୍ ସଂଘର ଅଧ୍ୟକ୍ଷ ଅନୁପ ଶ୍ରୀବାସ୍ତବ। ଅନ୍ୟ ଅଧିକାରୀଙ୍କ ସହ ମିଶି ସେ ନିର୍ମଳାଙ୍କୁ ସେଦିନ ଫୁଲତୋଡ଼ା ପ୍ରଦାନ କରିଥିଲେ। ଗତକାଲି ସରକାର ଯେଉଁ ୧୫ ଜଣ ଆଇଆର୍ଏସ୍ ଅଧିକାରୀଙ୍କୁ ବିଦା କରିଛନ୍ତି ସେଥିରେ ଅନୁପଙ୍କ ନାମ ରହିଛି।
୧୮ ଦିନ ତଳେ ଅର୍ଥମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇଥିବା ଅଧିକାରୀ ବିଦା
Advertisment
Follow Us