ଭୁବନେଶ୍ୱର: ଓଡିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ବାରିପଦା ଶାଖାର ଏଟିଏମ୍ ସ୍ଥାନୀୟ ବଡ଼ ବଜାର ଠାରେ ଓ ସାନକେରୋକ ଶାଖାର ଏଟିଏମ୍ ସାନକେରୋକଠାରେ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଅବସରରେ ବ୍ୟାଙ୍କର ବାରିପଦା ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପରିଚାଳକ ଭାସ୍କର ଚନ୍ଦ୍ର ଦାଶ, ବରିଷ୍ଠ ପରିଚାଳକ ମାନସ ରଞ୍ଜନ ଦାଶ, ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ପରିଚାଳକ ମନୋଜ କୁମାର ମହାନ୍ତି, ସ୍ୱରୂପ କୁମାର ବସା ଉପସ୍ଥିତ ଥିଲେ।
ଓଜିବିର ନୂଆ ଏଟିଏମ୍ ଉଦ୍ଘାଟିତ
Advertisment
Follow Us