୧୫ରେ କାର୍‌ ବିଷୟରେ ଘୋଷଣା କରିବ ଓଲା

Advertisment
ଓଲା ଆରମ୍ଭ କଲା ୨ଟି ନୂଆ ଯୋଜନା: ଆମ୍ବୁଲାନ୍ସ ଓ ହୋମସର୍ଭିସ ସାମିଲ

News18

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ସ୍କୁଟର ଜରିଆରେ ଦେଶରେ ଚର୍ଚ୍ଚର ସୃଷ୍ଟି କରିଥିବା ଓଲା ଇଲେକ୍ଟ୍ରିକ୍ କାର୍‌ ଉନ୍ମୋଚନ କରିବାକୁ ସଜବାଜ ହୋଇଛି। ଅଗଷ୍ଟ ୧୫ରେ ଦିନ ୨ଟାରେ ଏହା ନିଜର କାର୍‌ ଉନ୍ମୋଚନ କରିପାରେ। କଂପାନିର ପ୍ରତିଷ୍ଠାତା ଓ ସିଇଓ ଭବିଷ ଅଗ୍ରୱାଲ୍ କରିଥିବା ଏକ ଟୁଇଟ୍‌ରୁ ଏଭଳି ସଙ୍କେତ ମିଳିଛି। ସେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଏକ ଲାଲ୍‌ ରଙ୍ଗର କାର୍‌ର ପଛ ପାର୍ଶ୍ବ ଦେଖାଯାଉଛି। ଏହା ସହ ସେ ଲେଖିଛନ୍ତି ‌ଯେ ବନ୍ଧୁଗଣ, ସିନେମା ଆହୁରି ବାକି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe