ୱାନ୍‌ପ୍ଲସ୍‌ର ୭ ସିରିଜ୍‌ ଫୋନ୍

Advertisment
ୱାନ୍‌ପ୍ଲସ୍‌ର ୭ ସିରିଜ୍‌ ଫୋନ୍

ଭୁବନେଶ୍ବର: ୱାନ୍‌ପ୍ଲସ୍‌ ପକ୍ଷରୁ ୱାନ୍‌ପ୍ଲସ୍‌ ୭ ସିରିଜ୍ ବିଷୟରେ ଘୋଷଣା କରାଯାଇଛି। କଂପାନି ୱାନ୍‌ପ୍ଲସ୍‌ ୭ ପ୍ରୋ ବିଷୟରେ ଘୋଷଣା କରିଛି। ଏହା ବିଭିନ୍ନ ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୪୮,୯୯୯ ଟଙ୍କା ରଖାଯାଇଛି। ସେଭେନ୍ ସିରିଜ୍‌କୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ ଅଛୁ ବୋଲି କଂପାନିର ସିଇଓ ପେଟେ ଲାଉ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe