ସରକାରଙ୍କ ପ୍ୟାକେଜ୍‌ ଜିଡିପିର ମାତ୍ର ୦.୯୧%: କଂଗ୍ରେସ

Advertisment
ବିଶ୍ବ ଅର୍ଥନୀତିକୁ ମାଡ଼ିଆସୁଛି ମାନ୍ଦାବସ୍ଥା

cfo india

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ତାହା ଦେଶର ମୋଟ୍‌ ଜିଡିପିର ପ୍ରାୟ ୧୦ ପ୍ରତିଶତ ସମାନ ସମାନ ବୋଲି ସରକାର ଦାବି କରୁଥିବା ବେଳେ ବିରୋଧୀ ଦଳ କଂଗ୍ରେସ ସେହି ଦାବିକୁ ଗ୍ରହଣ କରିପାରୁନାହିଁ। ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା ଜିଡିପିର ମାତ୍ର ୦.୯୧ ପ୍ରତିଶତ ଅର୍ଥାତ ଏକ ପ୍ରତିଶତରୁ ମଧ୍ୟ କମ୍ ବୋଲି କଂଗ୍ରେସ ଦାବି କରିଛି। କେଉଁ ଦେଶ ପ୍ୟାକେଜ୍ କେତେ ବଡ଼ ତାହାକୁ ନେଇ ଏହି ଦଳ ପକ୍ଷରୁ ଏକ ତାଲିକା ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe