ଓପେକ୍‌, ରୁଷ୍‌ ତେଲ ଉତ୍ପାଦନ କମାଇବେ

Advertisment
ଓପେକ୍‌, ରୁଷ୍‌ ତେଲ ଉତ୍ପାଦନ କମାଇବେ

Image Courtesy: News Nation

ନୂଆଦିଲ୍ଲୀ : ତୈଳ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକର ସମୂହ ଓପେକ୍ ଓ ୟୁକ୍ରେନ୍‌ ସହ ଲଢ଼େଇ କରୁଥିବା ରୁଷ୍ ତେଲ ଉତ୍ପାଦନ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୈନିକ ସେମାନେ ଉତ୍ପାଦନକୁ ୧ ନିୟୁତ ବ୍ୟାରେଲ ହ୍ରାସ କରିବେ। ଏହି ସବୁ ଦେଶଗୁଡ଼ିକ ପାଇଁ ରାଜସ୍ବର ପ୍ରମୁଖ ଉତ୍ସ ହେଉଛି ତେଲ। ତେଣୁ ତେଲ ଦାମ୍‌କୁ ଏକ ନିର୍ଦିଷ୍ଟ ସ୍ତରରେ ରଖିବା ଲାଗି ସେମାନେ ଉତ୍ପାଦନ କମ୍ କରିବାକୁ ଚାହୁଛନ୍ତି। କାରଣ ବଜାରରେ ଅଧିକ ତେଲ ରହିଲେ ଦାମ୍‌ କମିବାର ସମ୍ଭାବନା ସୃଷ୍ଟି ଯାହା ସେମାନଙ୍କ ପାଇଁ ଭଲ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe