ଭୁବନେଶ୍ୱର):ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜା ମଲ୍ର ତୃତୀୟ ମହଲାରେ ଦି ଡଗ୍ଆଉଟ୍ର ନୂଆ ଆଉଟ୍ଲେଟ୍ ଉଦ୍ଘାଟିତ ହୋଇଛି। ଯୁବ ଉଦ୍ୟୋଗୀ ସୁନିଲ ରୁଙ୍ଗଟା ଏବଂ ରବି ମୋଡାଙ୍କ ଦ୍ୱାରା ଏହି ଆଉଟ୍ଲେଟ୍ ଖୋଲାଯାଇଛି। ଏହା କଂପାନିର ଚତୁର୍ଥ ଆଉଟ୍ଲେଟ୍। ଏହା ଏକ ସ୍ପୋର୍ଟସ୍ ଲାଉଞ୍ଜ ଏବଂ କାଫେ ଯେଉଁଠାରେ ଲୋକମାନେ ସୁସ୍ୱାଦୁ ଖାଦ୍ୟ ସୁଲଭ ମୂଲ୍ୟରେ ଖାଇପାରିବେ। ଆଗାମୀ ଦିନରେ ରାଉରକେଲା, ରାୟପୁର, ସିଲିଗୁଡ଼ି ଏବଂ ଗୌହ୍ଵାଟିଠାରେ ଦି ଡଗ୍ଆଉଟ୍ର ନୂଆ ଆଉଟ୍ଲେଟ୍ ଖୋଲାଯିବ। ଏଠାରେ ଉଭୟ ଆମିଷ ଏବଂ ନିରାମିଷ ଚାଇନିଜ୍, ମେକ୍ସିକାନ୍, କଣ୍ଟିନେଣ୍ଟାଲ୍, ଥାଇ ଏବଂ ଭାରତୀୟ ଖାଦ୍ୟ ଉପଲବ୍ଧ ହେଉଛି।
‘ଦି ଡଗ୍ଆଉଟ୍’ର ନୂଆ ଆଉଟ୍ଲେଟ୍ ଉଦ୍ଘାଟିତ
Advertisment
Follow Us