ଭୁବନେଶ୍ବର: ଓପୋ ପକ୍ଷରୁ ଭାରତରେ ଆର୍ ୧୭ ସ୍ମାର୍ଟଫୋନ୍କୁ ଉନ୍ମୋଚନ କରାଯାଇଛି। ଏଥିରେ ୬.୪ ଇଞ୍ଚ୍ର ସ୍କ୍ରିନ୍, ଗୋରିଲା ଗ୍ଲାସ୍, କ୍ବାଲ୍କମ୍ ସ୍ନାପ୍ଡ୍ରାଗନ୍ ୭୧୦ ପ୍ରୋସେସର୮ ଜିବି ରାମ୍, ୧୨୮ ଜିବି ମେମୋରି, ୧୨+୨୦+୩ଡି ଏମ୍ପି କ୍ୟାମେରା ଓ ସାମ୍ନାରେ ୨୫ ଏମ୍ପି କ୍ୟାମେରା ରହିଛି। ଏହାର ମୂଲ୍ୟ ହେଉଛି ୪୫,୯୯୦ ଟଙ୍କା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us