ଭୁବନେଶ୍ୱର: ବିଶ୍ୱ ମାନବ ସମ୍ବଳ କଂଗ୍ରେସ ପକ୍ଷରୁ ଓପିଟିସିଏଲ୍କୁ ଶ୍ରେଷ୍ଠ ନିଯୁକ୍ତିଦାତା ପୁରସ୍କାର ପ୍ରଦାନ କରାଯାଇଛି। କଂପାନିକୁ ୩ଟି ପୁରସ୍କାର ମିଳିଛି। ଶକ୍ତି କ୍ଷେତ୍ର ଉପଲବ୍ଧି ପାଇଁ ମଧ୍ୟ ଓପିଟିସିଏଲ୍କୁ ପୁରସ୍କୃତ କରାଯାଇଛି। କଂପାନିର ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତିଙ୍କୁ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ଭୁବନେଶ୍ୱର ଗୌରବ’ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ପ୍ରଥମ ସରକାରୀ କଂପାନି ଭାବେ ଓପିଟିସିଏଲ୍ ଅନଲାଇନ୍୍ ଏବଂ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us