ଓଡ଼ିଶା ଟ୍ରାନ୍ସଫରମର୍‌ର ଅଧ୍ୟକ୍ଷଙ୍କୁ ପୁରସ୍କାର

Advertisment
ଓଡ଼ିଶା ଟ୍ରାନ୍ସଫରମର୍‌ର ଅଧ୍ୟକ୍ଷଙ୍କୁ ପୁରସ୍କାର

ଭୁବନେଶ୍ବର : ଓଡ଼ିଶା ଟ୍ରାନ୍ସଫରମର ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଜୀବନ କୁମାର ବଡ଼ୁଙ୍କୁ ଆଇଇଡିଆର୍‌ଏ ତରଫରୁ ଲିଡିଙ୍ଗ ଇମର୍ଜିଂ ଇଣ୍ଡିଆନ୍ କଂପାନି ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ବିଗତ ୩୫ ବର୍ଷ ଧରି ଟ୍ରାନ୍ସଫରମର ନିର୍ମାଣ କରି ସେ ଦେଶବିଦେଶ‌ରେ ବିକ୍ରି କରୁଛନ୍ତି। ଉନ୍ନତ ମାନ ପାଇଁ ଶ୍ରୀ ବଡ଼ୁଙ୍କୁ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ପାଇଁ ସେ ଶିଳ୍ପ ସଚିବ, ମୁଖ୍ୟ ସଚିବ, ଇଡ୍‌କୋ ଅଧ୍ୟକ୍ଷ ଓ ଓଇଆର୍‌ସି ଅଧ୍ୟକ୍ଷଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe