ରୁଷ୍‌ରୁ ୫୦ ଡଲାରରେ ତେଲ କିଣିବାକୁ ପାକିସ୍ତାନର ପ୍ରୟାସ

ଓପେକ୍‌, ରୁଷ୍‌ ତେଲ ଉତ୍ପାଦନ କମାଇବେ

Image Courtesy: News Nation

ନୂଆଦିଲ୍ଲୀ : ୟୁକ୍ରେନ୍‌ ସହ ଯୁଦ୍ଧ କରୁଥିବା ରୁଷ୍‌ଠାରୁ ବ୍ୟାରେଲ ପିଛା ୫୦ ଡଲାରରେ ତେଲ କିଣିବା ଲାଗି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଉଦ୍ୟମ ଆରମ୍ଭ କରିଛି। ବିଶ୍ବ ବଜାରରେ ‌ଅଶୋଧିତ ତୈଳ ଦାମ୍ ଏବେ ୮୩ ଡଲାର ପାଖାପାଖି ରହିଛି। ତେବେ ବିଦେଶୀ ମୁଦ୍ରା ଅଭାବ ଦେଇ ଗତି କରୁଥିବା ପାକିସ୍ତାନ କମ୍ ଦାମ୍‌ରେ କିଭଳି ତେଲ କିଣିହେବ ତାହାକୁ ନେଇ ରୁଷ୍‌ ସହ ମୁଲଚାଲ ଆରମ୍ଭ କରିଛି। ପେମେ‌ଣ୍ଟ୍‌ର ମାଧ୍ୟମ, ବୀମା ଓ ଜାହାଜ ଆଦି ଆବଶ୍ୟକତାକୁ ନେଇ ନିଶ୍ଚିତ ହେବା ପରେ ପାକିସ୍ତାନର ପ୍ରସ୍ତାବ ଉପରେ ରୁଷ୍‌ ଉତ୍ତର ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe