ଖୁଚୁରା ଷ୍ଟୋର୍‌ରେ ପାନାସୋନିକ୍‌ ସ୍ମାର୍ଟଫୋନ୍‌

Advertisment
ଖୁଚୁରା ଷ୍ଟୋର୍‌ରେ ପାନାସୋନିକ୍‌ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ପାନାସୋନିକ ଇଣ୍ଡିଆ ପକ୍ଷରୁ କେବଳ ଅନଲାଇନ୍‌ରେ ବିକ୍ରି କରାଯାଉଥିବା କେତେକ ସ୍ମାର୍ଟଫୋନ୍‌କୁ ସାଧାରଣ ଖୁଚୁରା ଷ୍ଟୋର୍‌ଗୁଡ଼ିକରେ ବିକ୍ରି କରିବା ଆରମ୍ଭ କରାଯାଇଛି। କଂପାନିର ପି-୧୦୦, ଏଲୁଗା ରେ୯, ରେ ୫୦୦ ଏବଂ ରେ ୭୦୦ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ବିକ୍ରି ହେବ ବୋଲି କଂପାନିର ମୋବିଲିଟି ବିଭାଗ ମୁଖ୍ୟ ପଙ୍କଜ ରାଣା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe