ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିବ ପତଞ୍ଜଳି

୫ ବର୍ଷରେ ପତଞ୍ଜଳି କାରବାର ୧ ଲକ୍ଷ କୋଟି ହେବ, ୧୪ ନୂଆ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଦ୍ୱାରା ସ୍ଥାପିତ ପତଞ୍ଜଳି ଆୟୁର୍ବେଦ ଇ-କମର୍ସ ବଜାରରେ ପ୍ରବେଶ କରିବ। ଏଥିପାଇଁ କମ୍ପାନି ୮ଟି ବଡ଼ ବଡ଼ ଇ-କମର୍ସ ସେବା ପ୍ରଦାନକାରୀ କମ୍ପାନିଙ୍କ ସହିତ ସହବନ୍ଧନ ସ୍ଥାପନ ନେଇ ଯୋଗାଯୋଗ ଚଳାଇଛି। ଏମାନଙ୍କ ମଧ୍ୟରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି କମ୍ପାନି ରହିଛନ୍ତି। ପ୍ରମୁଖ ଇ-କମର୍ସ କମ୍ପାନି ସହିତ ଏ ନେଇ ରାଜିନାମା ହେବ ବୋଲି କମ୍ପାନିର ଜଣେ ପ୍ରବକ୍ତା ଏକ ଟ୍ଵିଟ୍‌ ବାର୍ତାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe