ଜିଏସ୍‌ଟିରେ ସାମିଲ ହୋଇପାରେ ପେଟ୍ରୋଲ

Advertisment
ଜିଏସ୍‌ଟିରେ ସାମିଲ ହୋଇପାରେ ପେଟ୍ରୋଲ

ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ଜିଏସ୍‌ଟି ପରିଷଦର ବୈଠକରେ ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟି ଅଧୀନରେ ସାମିଲ କରିବା ନେଇ ଆଲୋଚନା ହେବ। ପ୍ରାକୃତିକ ଗ୍ୟାସ୍‌ ଏବଂ ଜମି କିଣାବିକାକୁ ମଧ୍ୟ ସାମିଲ କରିବା ଉପରେ ଆଲୋଚନା ହେବାର ବହୁତ ସମ୍ଭାବନା ରହିଛି। ଦେଶରେ ପେଟ୍ରୋଲ୍‌ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ କରିବା ପାଇଁ ଗତକାଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଦାବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe