ପିଏନ୍‌ବିର ବ୍ୟବସାୟ ୧୧ ଲକ୍ଷ କୋଟି ଟପିଲା

Advertisment
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଲୋକଙ୍କ ଅଜାଣତରେ ଆକାଉଣ୍ଟରୁ ଋଣ ଉଠାଣ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ମୋଟ କାରବାର ୧୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ୧୨୩ ବର୍ଷର ଏହି ପୁରୁଣା ବ୍ୟାଙ୍କ ୨୦୧୮ ନୂଆବର୍ଷରୁ ଏହାର କେତେକ ସ୍ଥାୟୀ ଜମା ଉପରେ ୧.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି କରିଛି। ଏଥିସହିତ ଗୃହ ଋଣ, କାର୍‌ ଋଣ, ୨ ଚକିଆ ଯାନ ଋଣ ଆଦି ଉପରେ ଡକ୍ୟୁମେଣ୍ଟେସନ୍‌ ଓ ପ୍ରୋସେସିଂ ଦେୟ ସମ୍ପୂର୍ଣ୍ଣ ଛାଡ଼ କରିଛି। ଆସନ୍ତା ମାର୍ଚ ୩୧ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ବ୍ୟାଙ୍କ ସରକାରଙ୍କ ଶାଖା ଯୁକ୍ତିଯୁକ୍ତକରଣ ପ୍ରକ୍ରିୟାରେ ସାମିଲ ହୋଇ ଏହାର କେତେକ ଶାଖାକୁ ସୁବ୍ୟବସ୍ଥିତ କରିବାକୁ ଯାଉଛି। ଦେଶରେ ବ୍ୟାଙ୍କର ବର୍ତମାନ ୭୦୦୦ ଶାଖା ରହିଥିବାବେଳେ ୭୦ ହଜାର କର୍ମଚାରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe