ମିଶ୍ରଣ ପରେ ପିଏନ୍‌ବିର ଆଇଟି ସମନ୍ବୟ କାର୍ଯ୍ୟ ଶେଷ

ପିଏନ୍‌ବିର ୧୧୫୯ କୋଟି ନିଟ୍‌ ଲାଭ

Maru Gujarat Ojas

ନୂଆଦିଲ୍ଲୀ : ମିଶ୍ରଣ ପରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ୟୁନାଇଟେଡ୍‌ ବ୍ୟାଙ୍କର ସମସ୍ତ ଶାଖା ସହ ଆଇଟି ସମ୍ବନ୍ବୟ କାର୍ଯ୍ୟ ଶେଷ କରାଯାଇଛି। ୨୦୨୦ ନଭେମ୍ବରରୁ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଶାଖାଗୁଡ଼ିକର ଆଇଟି ସମନ୍ବୟ ଆରମ୍ଭ ‌ହୋଇଥିଲା। ଏହି ଅବସରରେ ପିଏନ୍‌ବିର ଏମ୍‌ଡି ଓ ସିଇଓ ସି ଏସ୍‌ ଏସ୍‌ ମଲ୍ଲିକାର୍ଜୁନ ରାଓ କହିଛନ୍ତି ଯେ ଆମ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଆଇଟି ସମନ୍ବୟ ଶେଷ ହୋଇଥିବାରୁ ତିନି ବ୍ୟାଙ୍କର ଗ୍ରାହକ ଏବେ ଗୋଟିଏ ପ୍ଲାଟଫର୍ମକୁ ଆସିଛନ୍ତି। ଆମେ ସମସ୍ତଙ୍କୁ ସେବା ଯୋଗାଇଦେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe