ପାତ୍ର ଇଲେକ୍ଟ୍ରୋନିକ୍ସରେ ପୂଜା ଅଫର

Advertisment
ପାତ୍ର ଇଲେକ୍ଟ୍ରୋନିକ୍ସରେ ପୂଜା ଅଫର

Justdial

ଭୁବନେଶ୍ବର : ପାତ୍ର ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଗ୍ ଫେଷ୍ଟିଭାଲ୍ ସେଲ୍‌ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକମାନେ ସାରା ରାଜ୍ୟରେ ଥିବା ପାତ୍ର ଇଲେକ୍ଟ୍ରୋନିକ୍ସର ୨୭ଟି ଶାଖାରେ ବିଭିନ୍ନ ଅଫର ପାଇପାରିବେ। ଗ୍ରାହକମାନେ ଜିରୋ ଡାଉନ୍ ପେମେଣ୍ଟ୍‌, ସହଜ କିସ୍ତି, ବିନା ସୁଧ ଏବଂ ସୁଲଭ ମୂଲ୍ୟରେ ସାମଗ୍ରୀ କିଣିପାରିବେ। ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ମଧ୍ୟ ଅଧିକ ଚାର୍ଜ ନଦେଇ କିସ୍ତି ମାଧ୍ୟମରେ ଜିନିଷ କିଣିହେବ। କିସ୍ତିରେ ଗୋଟିଏ ମାସର ଇଏମ୍‌ଆଇ ଫେରସ୍ତ ସୁବିଧା ରହିଛି। କେତେକ ସାମଗ୍ରୀ ଉପର ୫୦% ପର୍ଯ୍ୟନ୍ତ ରିହାତି ଓ ଉପହାର ବ୍ୟତୀତ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଗିଫ୍ଟ ଭାଉଚର ଓ ଲକି ଡ୍ର’ ଭଳି ସୁବିଧା ମଧ୍ୟ ରହିଛି। ପୁରୁଣା ଜିନିଷ ବଦଳାଇ ନୂଆ ନେଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe