ଚେକ୍‌ ଜାଲିଆତି ରୋକିବାକୁ ପଜିଟିଭ୍‌ ପେ’ ସିଷ୍ଟମ

Advertisment

ସୀମା ଶୁଳ୍କ ହ୍ରାସ କରିବାକୁ ଇସ୍ପାତ ଶିଳ୍ପର ଦାବି

ସୀମା ଶୁଳ୍କ ହ୍ରାସ କରିବାକୁ ଇସ୍ପାତ ଶିଳ୍ପର ଦାବି

ଚେକ୍‌ ଜାଲିଆତି ରୋକିବାକୁ ପଜିଟିଭ୍‌ ପେ’ ସିଷ୍ଟମ

The Policy Times

ନୂଆଦିଲ୍ଲୀ : ବ୍ୟାଙ୍କ ଚେକ୍‌ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ପଜିଟିଭ ପେ’ ସିଷ୍ଟମ’ ଚଳିତ ନୂଆବର୍ଷରୁ କାର୍ଯ୍ୟକାରୀ କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ଏ ସଂପର୍କରେ ଘୋଷଣା କରାଯାଇଥିଲା। ଚେକ୍‌ରେ ହେଉଥିବା ଜାଲିଆତିକୁ ରୋକିବା ବା ଅନ୍ୟ ଅର୍ଥରେ ସୁରକ୍ଷାକୁ ବଢ଼ାଇବା ପାଇଁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ସୀମା ଶୁଳ୍କ ହ୍ରାସ କରିବାକୁ ଇସ୍ପାତ ଶିଳ୍ପର ଦାବି
ନୂଆଦିଲ୍ଲୀ : ଇସ୍ପାତ ତିଆରିରେ ବ୍ୟବହାର ହେଉଥିବା ପ୍ରମୁଖ କଞ୍ଚାମାଲ ଯଥା ଆନ୍ଥ୍ରାସାଇଟ୍‌ କୋଇଲା, ମେଟାଲର୍ଜିକାଲ୍ କୋଲ୍, ଜାଳେଣି କୋଇଲା ଓ ଗ୍ରାଫାଇଟ୍‌ ଇଲେକ୍ଟ୍ରୋଡ୍‌ ଆଦି ଉପରୁ ସୀମା ଶୁଳ୍କ ହ୍ରାସ କରିବା ଲାଗି ଶିଳ୍ପ ସଂଘ ସିଆଇଆଇ ସରକାରଙ୍କ ନିକଟରେ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe