ପିପିଏଫ୍ ତୁଳନାରେ ଏନ୍‌ପିଏସ୍‌ରେ ଅଧିକ ରିଟର୍ଣ୍ଣ

ପିପିଏଫ୍ ତୁଳନାରେ ଏନ୍‌ପିଏସ୍‌ରେ ଅଧିକ ରିଟର୍ଣ୍ଣ

ନୂଆଦିଲ୍ଲୀ: ନିବେଶକମାନଙ୍କ ଠାରୁ ବିଭିନ୍ନ ସ୍କିମ୍ ଜରିଆରେ ପାଣ୍ଠି ଆଦାୟ କରୁଥିବା କଂପାନିଗୁଡ଼ିକ ଜାତୀୟ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍‌)ରେ କରୁଥିବା ନିବେଶ ଉପରେ ଅଧିକ ରିଟର୍ଣ୍ଣ ପାଉଛନ୍ତି। କେତେକ କଂପାନି ରିଟର୍ଣ୍ଣରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହାସଲ କରିଛନ୍ତି। ସେହି ସମୟରେ ସେମାନେ ପବ୍ଲିକ୍ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌)ରେ କରିଥିବା ନିବେଶରେ କମ୍ ରିଟର୍ଣ୍ଣ ପାଉଥିବା ଜଣାପଡ଼ିଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଦିନକୁ ଦିନ ଏନ୍‌ପିଏସ୍‌ର ଚାହିଦା ବଢ଼ୁଥିବା ବେଳେ ପିପିଏଫ୍‌ ନିବେଶ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଚମକ ହରାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe