ଷ୍ଟେଟ୍‌ ବ୍ୟାଙ୍କର କୁଇଜ୍ ପ୍ରତିଯୋଗିତା

Advertisment
ଷ୍ଟେଟ୍‌ ବ୍ୟାଙ୍କର କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ନ୍ୟୁମେରୋ ୟୁନୋ ନାମକ ଏକ ଆନ୍ତଃ କଲେଜ କୁଇଜ୍ ପ୍ରତିଯୋଗିତା ରେଳ ଅଡିଟୋରିୟମ୍‌ରେ ଆୟୋଜନ କରାଯାଇଥିଲା। ଏହାକୁ ବ୍ୟାଙ୍କର ମହାପ୍ରବନ୍ଧକ ଗୌତମ ଭଟ୍ଟାଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ୧୫୪ଟି ଦଳ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଳଙ୍କାର ଦେବତା, ପାରିଜାତ ସିହ୍ନା ଓ ସାନଜାନ୍ ଅଲ୍‌-ହକ୍‌ଙ୍କୁ ନେଇ ଗଠିତ ଟିମ୍ ବିଜେତା ହୋଇଥିଲେ। ସେମାନଙ୍କୁ ୨ ଲକ୍ଷ ୧୬ ହଜାର ଟଙ୍କାର ସ୍କଲାରସିପ୍ ପ୍ରଦାନ କରାଯାଇଛି। ମାର୍ଚରେ ମୁମ୍ବାଇରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସେମାନେ ଯୋଗ୍ୟତା ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe