ରେଳରେ ମିଳୁଥିବା ଖାଦ୍ୟକୁ ନେଇ ରେଳମନ୍ତ୍ରୀଙ୍କ ନୂତନ ନିଷ୍ପତ୍ତି

Advertisment
ରେଳରେ ମିଳୁଥିବା ଖାଦ୍ୟକୁ ନେଇ ରେଳମନ୍ତ୍ରୀଙ୍କ ନୂତନ ନିଷ୍ପତ୍ତି

ନୂଆଦିଲ୍ଲୀ: ରେଳମନ୍ତ୍ରୀ ପିୟୁଷ ଗୋୟଲ ଟ୍ରେନ୍‌ରେ ମିଳୁଥିବା ଖାଦ୍ୟର ଗୁଣବତ୍ତାରେ ସଂଶୋଧନ ଆଣିବା ପାଇଁ ନୂତନ ନିଷ୍ପତ୍ତି ନେଇଛନ୍ତି।  ପିୟୁଷ ରେଳ ଅଧିକାରୀଙ୍କୁ କହିଛନ୍ତି, ଯାତ୍ରା ସମୟରେ ରେଳରେ ଯାତ୍ରୀମାନଙ୍କୁ ମିଳୁଥିବା ଖାଦ୍ୟର ମାତ୍ରା, ସ୍ୱସ୍ଥତା, ଗୁଣବତ୍ତା, ପ୍ୟାକିଂ ତାରିଖ ଆଦି ସମ୍ପର୍କରେ ସୂଚନା ଥିବା ଆବଶ୍ୟକ। ଏଥିସହି ପ୍ୟାକେଟର ଏଭଳି ଏକ ସଙ୍କେତ ରହିବ ଯେଉଁଥିରେ ଜଣାପଡ଼ିବ ପ୍ୟାକେଟରେ ଥିବା ଖାଦ୍ୟ ଆମିଷ ନା ନିରାମିଷ।

ଉଲ୍ଲେଖଯୋଗ୍ୟ, ସିଏଜି ରିପୋର୍ଟ ପରେ ରେଳବାଇ ରେଳରେ ମିଳୁଥିବା ଖାଦ୍ୟର ଗୁଣବତ୍ତାରେ ସଂଶୋଧନ ଆଣିବା ଉପରେ ଜୋରଦାର କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe