ରାଜ ଇଲେକ୍ଟ୍ରୋନିକ୍ସରେ କ୍ରିକେଟ୍ ବିଶ୍ବକପ୍ ଅଫର

Advertisment
ରାଜ ଇଲେକ୍ଟ୍ରୋନିକ୍ସରେ କ୍ରିକେଟ୍ ବିଶ୍ବକପ୍ ଅଫର

ଭୁବ‌ନେଶ୍ବର: ରାଜ ଇଲେକ୍ଟ୍ରୋନିକ୍ସ ପକ୍ଷରୁ କ୍ରିକେଟ୍‌ ବିଶ୍ବକପ୍ ଅଫର ଘୋଷଣା କରାଯାଇଛି। ଏଲ୍‌ଇଡି ଟିଭି, ଏସି ଓ ଅନ୍ୟାନ୍ୟ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଏଲ୍‌ଜି ଏଲ୍‌ଇଡି ଟିଭି କିଣିଲେ ଗ୍ରାହକମାନେ ୱିସ୍ ଆଣ୍ଡ ୱିନ୍‌ ଅଫରରେ ୫୦୦୦ରୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତର ପୁରସ୍କାର ଜିତିପାରିବେ। ସାମସଙ୍ଗ୍‌ର ୬୫ ଇଞ୍ଚରୁ ବଡ଼ କ୍ୟୁଏଲ୍‌ଇଡି ଟିଭିରେ ୧୪,୯୯୦ ଟଙ୍କାର ଆମାଜନ୍ ଇକୋ ପ୍ଲସ୍‌ ଓ ୪୩ରୁ ୫୫ ଇଞ୍ଚ୍‌ର କ୍ୟୁଏଲ୍‌ଇଡି ଟିଭି ଏବଂ ୪କେ ୟୁଏଚ୍‌ଡି ଟିଭି କିଣିଲେ ୪୯୯୦ ଟଙ୍କାର ଆମାଜନ୍ ଇକୋ ଡଟ୍‌ ପାଇପାରିବେ। ଏହା ସହିତ ସାମସଙ୍ଗ ଉତ୍ପାଦ ଉପରେ ୧୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଅଫର ରହିଛି। ଗ୍ରାହକମାନେ ରାଜ ଇଲେକ୍ଟ୍ରୋନିକ୍ସରୁ କୌଣସି ଡାଉନ୍‌ପେମେଣ୍ଟ୍‌ ନଦେଇ ସହଜ କିସ୍ତିରେ ଏସି କିଣିପାରିବେ। ଏଠାରେ ବଜାଜ୍ ଫାଇନାନ୍ସ ପକ୍ଷରୁ ମଧ୍ୟ କ୍ୟାସ୍‌ବ୍ୟାକ୍ ଅଫର ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe