ଭାରତୀୟ କଂପାନିଙ୍କ କୋର୍ଟ କଚେରି ଖର୍ଚ ହ୍ରାସ

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ନୂଆଦିଲ୍ଲୀ: ବିବାଦର ଫଇସଲା ଲାଗି ଭାରତୀୟ କଂପାନିଗୁଡ଼ିକୁ ଗତ ଆର୍ଥିକ ବର୍ଷରେ କୋର୍ଟ କଚେରିକୁ ଅଧିକ ଦୌଡ଼ିବାକୁ ପଡ଼ିନାହିଁ। ଫଳରେ ମାମଲା ସମାଧାନ ଦିଗରେ ସେମାନଙ୍କର ଯେଉଁ ଖର୍ଚ୍ଚ ହେଉଥିବା ତାହା ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷରେ ୪,୧୭୦ଟି କଂପାନିର ଆଇନଗତ ବ୍ୟୟ ହ୍ରାସ ପାଇଛି। ୨୦୨୦-୨୧ରେ ଏହି କଂପାନିଗୁଡ଼ିକ କୋର୍ଟ କଚେରି ମାମଲା ପାଇଁ ୪୬,୦୫୯.୯୮ କୋଟି ଟଙ୍କା ବ୍ୟୟ କରିଥିଲେ। ୨୦୨୧-୨୨ରେ ସେମାନଙ୍କ ଆଇନଗତ ବ୍ୟୟ ୫.୨୦ ପ୍ରତିଶତ ହ୍ରାସ ପାଇ ୪୩,୬୬୭ ଟଙ୍କା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe