ରିଲାଏନ୍ସ ଜୁଏଲ୍‌ସର ଅକ୍ଷୟ ତୃତୀୟା ଅଫର୍

ରିଲାଏନ୍ସ ଜୁଏଲ୍‌ସର ଅକ୍ଷୟ ତୃତୀୟା ଅଫର୍

ମୁମ୍ବାଇ/ଭୁବନେଶ୍ବର : ଦେଶର ବିଭିନ୍ନ ଐତିହ୍ୟସ୍ଥଳୀର କଳାକୃତିକୁ ନେଇ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ସଦ୍ୟତମ କଲେକ୍ସନ ଅଣାଯାଇଛି। ଏହି କଲେକ୍ସନ ଗହଣା ନାମ ‘ଅପୂର୍ବମ୍‌’ ରଖାଯାଇଛି। ବିବାହ ଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବ ଏବଂ ପର୍ବପର୍ବାଣୀରେ ଏହି ଗହଣା ପିନ୍ଧା ଯାଇପାରିବ। ରିଲାଏନ୍ସ ଜୁଏଲ୍‌ସର ଷ୍ଟୋର ଗୁଡ଼ିକରେ ଏସବୁ ଉପଲବ୍ଧ କରାଯାଇଛି। ଏସବୁ କଲେକ୍ସନ ଗହଣାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମ୍ପାନି ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ଘୋଷଣା କରିଛି। ଏଥିରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ ୨୫ ପ୍ରତିଶତ ଏବଂ ହୀରା ଗହଣା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅଫର୍ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe