ମୁମ୍ବାଇ: ଡେଲୋଇଟି ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍ ହେଉଛି ବିଶ୍ବର ଦ୍ବିତୀୟ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି। ଗ୍ଲୋବାଲ୍ ପାୱାର୍ସ ଅଫ୍ ରିଟେଲିଂର ଯେଉଁ ତାଲିକା ଜାରି କରାଯାଇଛି ସେଥିରେ ରିଲାଏନ୍ସ ରିଟେଲ୍ ୫୩ତମ ସ୍ଥାନରେ ରହିଛି। ବିଶ୍ବର ୨୫୦ଟି ରିଟେଲର୍ଙ୍କ ମଧ୍ୟରେ ଏହା ହେଉଛି ଭାରତର ଏକମାତ୍ର ରିଟେଲ୍ ସଂସ୍ଥା। ଏହି ତାଲିକାରେ ୱାଲ୍ମାର୍ଟ ଶୀର୍ଷ ସ୍ଥାନରେ ରହିଛି।
ରିଲାଏନ୍ସ ରିଟେଲ୍ ବିଶ୍ବର ଦ୍ବିତୀୟ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର୍
Advertisment
Follow Us