psuconnect.in
ଭୁବନେଶ୍ବର: କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇ ପ୍ରତି ନିଜର ପ୍ରତିବଦ୍ଧତା ସ୍ବରୂପ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍ଏସ୍ପି) ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ତରଳ ମେଡିକାଲ୍ ଅକ୍ସିଜେନ୍ ପଠାଯାଉଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ଲାଣ୍ଟ୍ ତରଫରୁ ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣରେ ବୃଦ୍ଧି କରାଯାଇଛି। ମେ' ମାସର ପ୍ରଥମ ତିନି ଦିନରେ ଆର୍ଏସ୍ପି ୯୧୫ ଟନ୍ ଅକ୍ସିଜେନ୍ ଯୋଗାଇଛି। ୨୦୨୧ ଏପ୍ରିଲ୍ ପରଠାରୁ କଂପାନି ୩୭୯୨ ଟନ୍ ଅକ୍ସିଜେନ୍ ଯୋଗାଇଛି।
Follow Us