ଖେଳାଳିଙ୍କ ପାଇଁ ରେଳବାଇରେ ୨୧ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ

ଖେଳାଳିଙ୍କ ପାଇଁ ରେଳବାଇରେ ୨୧ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଇଷ୍ଟ୍‌କୋଷ୍ଟ୍‌ ରେଳବାଇର ସ୍ପୋର୍ଟ୍‌ସ କୋଟାରେ ଗ୍ରୁପ୍‌ ସି’ର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଚଳିତ ବର୍ଷ ଅର୍ଥାତ ୨୦୧୮ ଅକ୍ଟୋବର ୨୯ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଅଧିକ ତଥ୍ୟ  ଏହି ଲିଙ୍କ୍‌କୁ ଯାଇ ଜାଣି ପାରିବେ https://drive.google.com/file/d/1vZZ-8rYfGVhIcTW6Hnb-OZsRFi1aSKhU/view

publive-image

ଇଷ୍ଟ୍‌କୋଷ୍ଟ୍‌ ରେଳବାଇର ସ୍ପୋର୍ଟ୍‌ସ କୋଟାରେ ଗ୍ରୁପ୍‌ ସି’ର ପଦବୀ ପଦବୀ ସଂଖ୍ୟା: ୨୧

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ସୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍‌ କରିଥିବା ଦରକାର।

ବୟସ ସୀମା: ଆବେଦନକାରୀଙ୍କ ବୟସ ୧୮ରୁ ୨୫ ବର୍ଷ ଭିତରେ ହୋଇଥିବ। ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଇଣ୍ଟରଭ୍ୟୁ ଓ ସ୍ପୋର୍ଟ୍‌ସ ଦକ୍ଷତା ଅନୁଯାୟୀ ହେବ।

ଆବେଦନ କରିବାର ପ୍ରକ୍ରିୟା: ଆବେଦନକାରୀ ନେଟ୍‌ରୁ website- http://www.eastcoastrail/indianrailways.gov.in/ ଆପ୍ଲିକେସନ୍‌ ଫର୍ମ ଡାଉନ୍‌ ଲୋଡ୍‌ କରି ପୂରଣ କରିବା ପରେ- Principal Financial Adviser, East Coast Railwayକୁ ପଠାଇ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe