ଟଙ୍କାଟିଏ ଆୟ : ଟଙ୍କାଟିଏ ବ୍ୟୟ

ଟଙ୍କାଟିଏ କିପରି ଆୟ ହୁଏ, କିପରି ବ୍ୟୟ ହୁଏ । ଆସନ୍ତୁ ଜାଣିବା

ଅଦ୍ୟତନ ହୋଇଛି
ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ସେ ଲଗାତାର ୮ମ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ସେ ମୋଟ ୫୦ ଲକ୍ଷ ୬୫ ହଜାର ୩୪୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କେନ୍ଦ୍ରୀୟ ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୫.୧୩ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୬.୨୯ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଆର୍ଥିକ ବର୍ଷରେ ମୋଟ ପୁଞ୍ଜି ବ୍ୟୟ ୧୧.୨୨ ଲକ୍ଷ କୋଟି ରହିଛି । 

rupee

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe