ଅଷ୍ଟ୍ରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦକଲା ରୁଷ୍‌

Advertisment

ମସ୍କୋ:ଅଷ୍ଟ୍ରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରିଛି ରୁଷ୍‌। ଗ୍ୟାସ୍‌ ଯୋଗାଣ ବନ୍ଦ କରିବ ବୋଲି ରୁଷ୍‌ ନୋଟିସ ଦେଇଥିବା ସଂପର୍କରେ ଅଷ୍ଟ୍ରିଆର ଶକ୍ତି କମ୍ପାନି ଓଏମ୍‌ଭି କହିବାର କିଛି ସମୟ ପରେ ଏହାକୁ ବନ୍ଦ କରାଯାଇଛି।

ମସ୍କୋ:ଅଷ୍ଟ୍ରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରିଛି ରୁଷ୍‌। ଗ୍ୟାସ୍‌ ଯୋଗାଣ ବନ୍ଦ କରିବ ବୋଲି ରୁଷ୍‌ ନୋଟିସ ଦେଇଥିବା ସଂପର୍କରେ ଅଷ୍ଟ୍ରିଆର ଶକ୍ତି କମ୍ପାନି ଓଏମ୍‌ଭି କହିବାର କିଛି ସମୟ ପରେ ଏହାକୁ ବନ୍ଦ କରାଯାଇଛି।

gjgdgjddgjgj

ମସ୍କୋ:ଅଷ୍ଟ୍ରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରିଛି ରୁଷ୍‌। ଗ୍ୟାସ୍‌ ଯୋଗାଣ ବନ୍ଦ କରିବ ବୋଲି ରୁଷ୍‌ ନୋଟିସ ଦେଇଥିବା ସଂପର୍କରେ ଅଷ୍ଟ୍ରିଆର ଶକ୍ତି କମ୍ପାନି ଓଏମ୍‌ଭି କହିବାର କିଛି ସମୟ ପରେ ଏହାକୁ ବନ୍ଦ କରାଯାଇଛି। ତେବେ ଶନିବାର ୟୁକ୍ରେନ ବାଟେ ୟୁରୋପକୁ ରୁଷର ଗ୍ୟାସ ଯୋଗାଣ ଅବ୍ୟାହତ ରହିଛି। ୟୁକ୍ରେନ ଯୁଦ୍ଧ ପୂର୍ବରୁ ୟୁରୋପକୁ ରୁଷ୍‌ ଥିଲା ସବୁଠୁ ବଡ଼ ଗ୍ୟାସ ଯୋଗାଣକାରୀ ରାଷ୍ଟ୍ର।

ତେ‌ବେ ୟୁରୋପୀୟ ସଂଘ ରୁଷ୍‌ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ନିଷ୍ପତ୍ତି ନେବା ସହିତ ଜର୍ମାନୀକୁ ଯାଇଥିବା ନର୍ଡ ଷ୍ଟ୍ରିମ ଗ୍ୟାସ୍‌ ପାଇପଲାଇନକୁ ଉଡ଼ାଇ ଦେବା ପରେ ଏହାର ଗ୍ୟାସ ଯୋଗାଣ ହ୍ରାସ ପାଇଥିଲା। ବର୍ତ୍ତମାନ ରୁଷ୍‌ରୁ ୟୁରୋପକୁ ଗ୍ୟାସ୍ ଯୋଗାଣ ହେଉଥିବା ଏକମାତ୍ର ୟୁରେନ‌ଗୟ-ପୋମାରି-ଉଜଗୋରଡ ପାଇପଲାଇନ ଚଳିତବର୍ଷ ଶେଷ ସୁଦ୍ଧା ବନ୍ଦ ହେବ। କାରଣ କିବ୍‌ ଗ୍ୟାସ ଯୋଗାଣ ଚୁକ୍ତିକୁ ଆଉ ବଢ଼ାଇ ନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe