ବିକ୍ରି ପାଇଁ ରୁଷ୍‌ ପାଖରେ ତେଲ ନାହିଁ

Advertisment
ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ନୂଆଦିଲ୍ଲୀ: ବିକ୍ରି ବୁଝାମଣା ସ୍ବାକ୍ଷର କରିବା ଲାଗି ରୁଷ୍‌ ପାଖରେ ଅତିରିକ୍ତ ତେଲ ନାହିଁ। ସେଥିପାଇଁ ଭାରତର ଦୁଇଟି ସଂସ୍ଥା ସହ ଏହା ବୁଝାମଣାକୁ ସ୍ଥଗିତ ରଖିଛି। ଅନ୍ୟମାନଙ୍କୁ ତେଲ ଦେବା ଲାଗି ରୁଷ୍ ବୁଝାମଣା କରିସାରିଥିବାରୁ ଅତିରିକ୍ତ ତେଲର ଅଭାବ ଦେଖାଦେଇଛି। ରିହାତିରେ ରୁଷ୍ ତେଲ ବିକ୍ରି କରୁଥିବାରୁ ଭାରତ ସେଠାରୁ ବିପୁଳ ପରିମାଣରେ ତାହା କିଣୁଛି। ଛଅ ମାସ ପର୍ଯ୍ୟନ୍ତ ତେଲ ଆଣିବା ଲାଗି ରୁଷ୍‌ର କଂପାନି ରୋଜ୍‌ନେଫ୍ଟ ସହ ତିନି ଭାରତୀୟ ତୈଳ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଆଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe