ସାହାରା ଇଣ୍ଡିଆ ଲାଇଫ୍‌କୁ କିଣିବ ଏସ୍‌ବିଆଇ ଲାଇଫ୍‌

Advertisment
ସାହାରା ଇଣ୍ଡିଆ ଲାଇଫ୍‌କୁ କିଣିବ ଏସ୍‌ବିଆଇ ଲାଇଫ୍‌

The Hills Times

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ଲାଇଫ୍ ଇନ୍‌ସ୍ୟୁରାନ୍ସକୁ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ କିଣିବ। ସାହାରା ଇଣ୍ଡିଆ ଲାଇଫ୍‌ର ସମସ୍ତ ପଲିସି ଓ ସମ୍ପତ୍ତିକୁ ଏସ୍‌ବିଆଇ ଲାଇଫ୍‌ ଅଧିଗ୍ରହଣ କରିବ। ବୀମା କାରବାର ଲାଗି ୨୦୦୪ରେ ସାହାରା ଇଣ୍ଡିଆ ଲାଇଫ୍‌କୁ ପଞ୍ଜୀକରଣ ସାର୍ଟିଫିକେଟ୍ ମଞ୍ଜୁର କରାଯାଇଥିଲା। ମାତ୍ର ଗଭର୍ଣ୍ଣାସ୍‌କୁ ନେଇ ସମସ୍ୟା ଦେଖାଦେବାରୁ କଂପାନିର ପରିଚାଳନା ପାଇଁ ୨୦୧୭ରେ ପ୍ରଶାସକ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe