ସାହାରା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଆଶ୍ୱସ୍ତ

Advertisment
ସାହାରା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଆଶ୍ୱସ୍ତ

ଭୁବନେଶ୍ୱର: ସିକ୍ୟୁରିଟିଜ୍‌ ଆପେଲେଟ ୍‌ଟ୍ରିବ୍ୟୁନାଲ ସାହାରା ଲାଇଫ୍‌ ଇନ୍‌ସ୍ୟୁରାନ୍ସକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଗତବର୍ଷ ଜୁଲାଇରେ କଂପାନି ବିରୋଧରେ ଭାରତୀୟ ବୀମା ନିୟାମକ ଏବଂ ବିକାଶ କର୍ତୃପକ୍ଷ (ଆଇଆରଡିଏଆଇ) ଯେଉଁ ନିର୍ଦେଶ ଜାରି କରିଥିଲେ ଟ୍ରିବ୍ୟୁନାଲ୍‌ ତାହାକୁ ରଦ୍ଦ କରିଛନ୍ତି। କଂପାନି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହା କୁହାଯାଇଛି। ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌କୁ ସାହାରା ଲାଇଫ୍‌ ଇନ୍‌ସ୍ୟୁରାନ୍ସର କାରବାର ହସ୍ତର କରିବାକୁ ଆଇଆରଡିଏଆଇ ନିର୍ଦେଶ ଦେଇଥିଲେ। ତାହାକୁ କଂପାନି ପକ୍ଷରୁ ଟ୍ରିବ୍ୟୁନାଲ୍‌ରେ ଚ୍ୟାଲେଞ୍ଜ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe