ଆମେରିକା ରାସ୍ତାରେ ଯାଇପାରନ୍ତି ଶକ୍ତିକାନ୍ତ !

Advertisment
ବିତର୍କ: ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦି ଇଅର୍’

India TV

ମୁମ୍ବାଇ: ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ବଜେଟ୍‌ରେ ସେଭଳି କୌଣସି ନିର୍ଦିଷ୍ଟ ଘୋଷଣା କରାଯାଇନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦାୟିତ୍ବ ଆହୁରି ବଢ଼ିଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତବର୍ଷ ‌ସେ ପ୍ରାୟ ପାଞ୍ଚ ଥର ସୁଧ ହ୍ରାସ କରିଥିଲେ ମଧ୍ୟ ତାହା ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସହାୟକ ‌ହୋଇପାରିନଥିଲା। ଏବେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଉଥିବାରୁ ତାହା ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଶକ୍ତିକାନ୍ତଙ୍କୁ କିଛି ଅଲଗା ପ୍ରକାରର ପଦକ୍ଷେପ ନେବାକୁ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ଅପରେସନ ଟ୍ବିଷ୍ଟ୍‌ ଢାଞ୍ଚାରେ ତାଙ୍କୁ ଆଗକୁ ବଢ଼ିବାକୁ ପଡ଼ିପାରେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe