ଦେଶରେ ଅଧିକରୁ ଅଧିକ ଲୋକ ଯେଭଳି ଟିକସ ନିୟମ ପାଳନ କରିବେ ତାହାକୁ ନିଶ୍ଚିତ କରିବା ପାଇଁ ପ୍ରତି ଜିଲ୍ଲାର ଶ୍ରେଷ୍ଠ ୧୦ ଟିକସଦାତାଙ୍କୁ ଇମିଗ୍ରେସନ କାଉଣ୍ଟର୍ରେ କୂଟନୈତିକ ବ୍ୟକ୍ତିଙ୍କ ଭଳି ସମ୍ମାନ ଦେବା, ବିମାନ ବନ୍ଦରରେ ଏକ୍ସପ୍ରେସ୍ ବୋର୍ଡିଂ ସୁବିଧା ପ୍ରଦାନ କରିବା, ସଡ଼କ, କୋଠା, ଐତିହ୍ୟସ୍ଥଳୀ, ହସ୍ପିଟାଲ୍, ବିଶ୍ବବିଦ୍ୟାଳୟ, ବିଭିନ୍ନ ଯୋଜନା, ବିମାନ ବନ୍ଦର ଏବଂ ସ୍କୁଲ୍ର ନାମକରଣ କରିବାକୁ କୁହାଯାଇଛି। ଶ୍ରେଷ୍ଠ ଟିକସଦାତାଙ୍କ ପାଇଁ ସ୍ବତନ୍ତ୍ର କ୍ଲବ୍ ସ୍ଥାପନ କରିବାକୁ କୁହାଯାଉଛି।
ଶ୍ରେଷ୍ଠ ଟିକସଦାତାଙ୍କ ନାମରେ ସ୍କୁଲର ନାମକରଣ ହେଉ
Advertisment
Follow Us