ସେନ୍‌ସେକ୍ସରେ ୫୫୧ ପଏଣ୍ଟ୍‌ ବୃଦ୍ଧି

Advertisment
୫ମ ଦିନ ପାଇଁ ଷ୍ଟକ ବଜାରରେ ହ୍ରାସ ଜାରି : ସେନସେକ୍ସ ୧୧୫୮ ପଏଣ୍ଟ କମିଲା

ମୁମ୍ବାଇ: ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୫୫୧ ପଏଣ୍ଟ୍‌ ବୃଦ୍ଧି ସହ ୩୪,୪୪୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହା ଦ୍ବାରା ନିବେଶକମାନେ ୧.୯୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଛନ୍ତି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୧୮୮ ପଏଣ୍ଟ୍‌ ବୃଦ୍ଧି ପାଇ ୧୦,୩୮୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ରିଜର୍ଭ ବ୍ୟାଙ୍କ ସହିତ ଚାଲିଥିବା ମତଭେଦକୁ‌ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଜାରି କରାଯିବା ପରେ ସେୟାର କାରବାର ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe