ସେନ୍‌‌ସେକ୍ସରେ ୯୫୪ ପଏଣ୍ଟ୍‌ ହ୍ରାସ

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଆଜି ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ୍‌ ହ୍ରାସ ପାଇ ୫୭,୧୫୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜିକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୫୭୪ ପଏଣ୍ଟ୍‌ ହ୍ରାସ ହୋଇଛି। ଫଳରେ ଷ୍ଟକ ବଜାରର ନିବେଶକମାନଙ୍କ ସମ୍ପତ୍ତିରେ ୧୩.୩ ଲକ୍ଷ କୋଟି ଟଙ୍କାର ହ୍ରାସ ହୋଇଛି। ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୧୧ ପଏଣ୍ଟ୍‌ ହ୍ରାସ ପାଇ ୧୭,୦୧୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe