ସେନ୍‌ସେକ୍‌ସ ୩୫ ହଜାର ପଏଣ୍ଟ ଟପିଲା

Advertisment
ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି: ସେନସେକ୍ସରେ ୯୪୧ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଭାରତ ସରକାର ଅତିରିକ୍ତ ୫୦ ହଜାର କୋଟି ବଦଳରେ ୨୦ ହଜାର କୋଟି ଟଙ୍କାର ଋଣ କରିବେ ବୋଲି ଜଣାପଡ଼ିବା ପରେ ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ଖୁସି ହୋଇ ବିଭିନ୍ନ କଂପାନିର ସେୟାର କିଣି ନେଇଥିଲେ। ଏହାର ପ୍ରଭାବରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୩୫ ହଜାର ପଏଣ୍ଟ୍‌ ସ୍ତର ଅତିକ୍ରମ କରିଛି। ଆଜି ସେନ୍‌ସେକ୍ସ ୩୧୦ ପଏଣ୍ଟ ବୃଦ୍ଧି ସହିତ ୩୫,୦୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe