ସେନ୍‌ସେକ୍ସ ୨୯୯ ପଏଣ୍ଟ୍‌ ଖସିଲା

Advertisment
ଭାରତୀୟ ଷ୍ଟକ ବଜାର ଉପରେ ତେଲ ଝଟ୍‌କା

ମୁମ୍ବାଇ: ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟକୁ ନିବେଶକମାନେ ଜବରଦସ୍ତ ଢଙ୍ଗରେ ସ୍ବାଗତ କରିଥିଲେ। କାରବାର ଆରମ୍ଭ ହେବାର କିଛି ସମୟ ଭିତରେ ‌ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୧୩୪୧ ପଏଣ୍ଟ୍‌ ବୃଦ୍ଧି ପାଇ ୪୦ ହଜାର ସ୍ତର ଟପିଯାଇଥିଲା। ମାତ୍ର ଲାଭ ଆଶାରେ ନିବେଶକମାନେ ସେୟାର ବିକି ଦେବାରୁ ସେନ୍‌ସେକ୍ସ ୨୯୯ ପଏଣ୍ଟ୍‌ ହ୍ରାସ ପାଇ ୩୮,୮୧୧ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe