ସେନ୍‌ସେକ୍ସରେ ୭୪୧ ପଏଣ୍ଟ ବୃଦ୍ଧି

Advertisment

ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୪୧ ପଏଣ୍ଟ ବୃଦ୍ଧି ପାଇ ୭୭୫୦୦ ପଏଣ୍ଟରେ ବନ୍ଦ ହୋଇଛି।

ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୪୧ ପଏଣ୍ଟ ବୃଦ୍ଧି ପାଇ ୭୭୫୦୦ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୪୧ ପଏଣ୍ଟ ବୃଦ୍ଧି ପାଇ ୭୭୫୦୦ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୨୫୮ ପଏଣ୍ଟ ବୃଦ୍ଧି ପାଇ ୨୩,୫୦୮ ପଏଣ୍ଟରେ ବନ୍ଦ ହୋଇଛି। ଆସନ୍ତାକାଲି ବଜେଟ୍‌ ଉପସ୍ଥାପନ ହେବାକୁ ଥିବାରୁ ଷ୍ଟକ୍ ବଜାର ଖୋଲାରହିବ। ‌ବଜେଟ୍‌କୁ ନେଇ ନିବେଶକମାନଙ୍କ ମନରେ ଉତ୍ସାହ ଥିବାରୁ ସେମାନେ ବିଭିନ୍ନ କମ୍ପାନିର ସେୟାର କିଣିଥିଲେ। ସେଥିପାଇଁ ସେନ୍‌ସେକ୍ସ ବଢ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe