ଶ୍ୟାମ ଷ୍ଟିଲ୍‌ ଟିଭି ବିଜ୍ଞାପନରେ ‌ସୋନୁ

Advertisment
ଶ୍ୟାମ ଷ୍ଟିଲ୍‌ ଟିଭି ବିଜ୍ଞାପନରେ ‌ସୋନୁ

ଭୁବନେଶ୍ବର: ଶ୍ୟାମ ଷ୍ଟିଲ୍‌ ଇଣ୍ଡିଆ ପକ୍ଷରୁ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ନୂଆ ଟିଭି ବିଜ୍ଞାପନକୁ ଉନ୍ମୋଚନ କରାଯାଇଛି। ଏଥିରେ କଂପାନିର ବ୍ରାଣ୍ଡ୍‌ ଆମ୍ବାସାଡର ସୋନୁ ସୁଦ୍‌ ଅଭିନୟ କରିଛନ୍ତି। ଲକ୍‌ଡାଉନ୍ ସମୟରେ ଲୋକମାନଙ୍କ ସହ ସମ୍ପର୍କ ଯୋଡ଼ି ସୋନୁ ଯେଉଁଭଳି ମହତ୍‌ କାର୍ଯ୍ୟ କରିଛନ୍ତି ଶ୍ୟାମ ଷ୍ଟିଲ୍ ନିଜ ଇସ୍ପାତ ଜରିଆରେ ଦେଶ ଗଠନରେ ସହାୟତା ପ୍ରଦାନ କରି ସେଭଳି କାର୍ଯ୍ୟ କରୁଛି ବୋଲି ଏହି ବିଜ୍ଞାପନ‌ ଜରିଆରେ ପ୍ରଦର୍ଶିତ କରାଯାଇଛି। ଏହାର ଉନ୍ମୋଚନ ଅବସରରେ ସୋନୁଙ୍କ ସହିତ କଂପାନିର ନିର୍ଦେଶକ ଲଲିତ ବେରିୱାଲ୍, ଉପସଭାପତି-ମାର୍କେଟିଂ ମେଘା ବେରିୱାଲ୍ ଓ ମୋଗାଏ ମିଡିଆର କ୍ରିଏଟିଭ୍ ଡାଇରେକ୍ଟର ହରିଷ ଅରୋରା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe