ସୋନୁ ସୁଦ ଶ୍ୟାମ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

Advertisment
ଫ୍ରାନ୍ସରୁ ଅମ୍ଳଜାନ ପ୍ଲାଣ୍ଟ ଆଣୁଛନ୍ତି ଅଭିନେତା ସୋନୁ ସୁଦ୍

The Week

ଭୁବନେଶ୍ବର : ଶ୍ୟାମ ଷ୍ଟିଲ୍‌ ଇଣ୍ଡିଆ ପକ୍ଷରୁ ସୋନୁ ସୁଦ୍‌ଙ୍କୁ ବିଲଡ୍‌ ଇଣ୍ଡିଆ ଆମ୍ବାସାଡର ଭାବ‌େ ନିଯୁକ୍ତ କରାଯାଇଛି। ଲକ୍‌ଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚିତ ହୋଇଥିବା ସୋନୁ କଂପାନିର ରିକ୍ସା ବିତରଣ ଅଭିଯାନର ଶୁଭାରମ୍ଭ କରିବେ। ଲକ୍‌ଡାଉନ୍ ସମୟରେ ଜୀବିକା ହରାଇଥିବା ଲୋକମାନଙ୍କ ପାଇଁ କଂପାନି ଏହି ଅଭିଯାନ ପ୍ରସ୍ତୁତ କରିଛି। ଏହାକୁ ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯିବ ଯଦ୍ବାରା ପ୍ରକୃତ ହିତାଧିକାରୀଙ୍କ ପାଖରେ କଂପାନି ପହଞ୍ଚିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe