ସୋନିର ନୂଆ ସାଉଣ୍ଡ୍‌ ବାର୍‌

Advertisment
ସୋନିର ନୂଆ ଓଏଲ୍‌ଇଡି ଟିଭି

ଭୁବନେଶ୍ବର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ସାଉଣ୍ଡ୍‌ ବାର୍‌ ‘ଏଚ୍‌ଟି-ଏକ୍ସ୮୫୦୦’ ବିଷୟରେ ଘୋଷଣା କରାଯାଇଛି। ଏହାକୁ ଲିଭିଂ କୋଠରିରେ କମ୍ ସ୍ଥାନରେ ରଖିହେବ। ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି। ରାଜ୍ୟର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ସାଇଟ୍‌ଗୁଡ଼ିକରେ ଏହି ସାଉଣ୍ଡ୍‌ ବାର୍‌ ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe