ଷ୍ଟର୍ଲିଂ ବାୟୋଟେକ୍‌ର ଜାହଜ, ଜେଟ୍ ଜବତ

Advertisment
ଷ୍ଟର୍ଲିଂ ବାୟୋଟେକ୍‌ର ଜାହଜ, ଜେଟ୍ ଜବତ

ନୂଆଦିଲ୍ଲୀ: ଆନ୍ଧ୍ର ବ୍ୟାଙ୍କ ଓ ଅନ୍ୟ କିଛି ବ୍ୟାଙ୍କରୁ ୮୧୦୦ କୋଟି ଟଙ୍କାର ଋଣ ଠକେଇ କରି ଫେରାର ହୋଇଯାଇଥିବା ଗୁଜରାଟର କଂପାନି ଷ୍ଟର୍ଲିଂ ବାୟୋଟେକ୍‌ ଓ ଏହାର ପ୍ରତିଷ୍ଠାତାଙ୍କ ବିପୁଳ ପରିମାଣର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜବତ କରାଯାଇଛି। ଇଡି ପକ୍ଷରୁ ଜାହଜ, ଏକ ବିଜନେସ୍ ଜେଟ୍, ଲଣ୍ଡନରେ ଥିବା ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌, ନାଇଜେରିଆରେ ଥିବା ତୈଳ ରିଗ୍‌କୁ ଜବତ କରାଯାଇଛି। ଜବତ ସମ୍ପତ୍ତିର ମୂ୍ଲ୍ୟ ୯୭୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe