Image Source: Zee News
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୩୮୫୦ ଅଧିକାରୀ ପଦରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ଆହ୍ବାନ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ମାସ ୨୭ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏଥିପାଇଁ sbi.co.inରେ ଆରମ୍ଭ କରିପାରିବେ। ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ତାମିଲନାଡୁ, ତେଲେଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୋଆରେ ଫାଙ୍କା ପଡ଼ିଥିବା ଅଧିକାରୀ ପଦ ପୂରଣ କରିବା ଲାଗି ବ୍ୟାଙ୍କ ପକ୍ଷରୁ ଏହି ନିଯୁକ୍ତି ଅଭିଯାନ ଆରମ୍ଭ କରାଯାଇଛି। ସ୍ନାତକ ପରୀକ୍ଷା ପାସ କରିଥିବା ୩୦ ବର୍ଷ ବୟସ ପର୍ଯ୍ୟନ୍ତର ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ୧୯୯୦ ଫେବ୍ରୁଆରି ୮ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିପାରିବେ ନାହିଁ।
Follow Us