ଷ୍ଟେଟ୍‌ ବ୍ୟାଙ୍କ-ଓରେରା ବୁଝାମଣା

ଷ୍ଟେଟ୍‌ ବ୍ୟାଙ୍କ-ଓରେରା ବୁଝାମଣା

ଭୁବନେଶ୍ବର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଓରେରା ମଧ୍ୟରେ ଏସ୍‌ବିଆଇ ଇ-ପେ’କୁ ନେଇ ଏକ ବୁଝାମଣା ସ୍ବାକ୍ଷରିତ ‌େହାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବିଭାଗୀୟ ସଚିବ ଜି ମାଥିଭାଥନନ୍, ଓରେରାର ଅଧ୍ୟକ୍ଷ ଅମୀୟ କୁମାର ମହାପାତ୍ର ଓ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା ଉପସ୍ଥିତ ଥିଲେ। ଅନ୍ୟ ଏକ କାର୍ଯ୍ୟକ୍ରମ ସ୍ବରୂପ ଗାନ୍ଧୀ ଜୟନ୍ତୀ ଅବସରରେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଶିଖରଚଣ୍ଡି ମନ୍ଦିର ପରିସରରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ସିଜିଏମ୍‌ ଶ୍ରୀମତୀ କାଲା, ମହାପ୍ରବନ୍ଧକ ଡି ଏସ୍‌ ମିଶ୍ର, ଗୌତମ ଭଟ୍ଟାଚାର୍ଯ୍ୟ, ସୁଦୀପ ଥାକୋରେ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଏସ୍‌ ଟି ଲାମା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe